ବାଂଲାଦେଶରେ ଦେବୀ କାଳୀ ଓ ସରସ୍ୱତୀଙ୍କ ମନ୍ଦିରକୁ ଭାଙ୍ଗିଲେ ଉଗ୍ରପନ୍ଥୀ

ଢ଼ାକା: ବାଂଲାଦେଶର ଦିନାଜପୁର ଏବଂ ସିରାଜଗୁଞ୍ଜରେ ଉଗ୍ରବାଦୀମାନେ ଦୁଇଟି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୨୪ ତାରିଖ ମଧ୍ୟରାତ୍ରିରେ ଦିନାଜପୁର ଜିଲ୍ଲାରେ ଦେବୀ କାଳୀଙ୍କ ଏକ ମନ୍ଦିରରେ ଉଗ୍ରବାଦୀମାନଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୨୩ରେ ସିରାଜଗଞ୍ଜର କାଲାଚାନ୍ଦ ମନ୍ଦିର ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ। କାଲାଚାନ୍ଦ ମନ୍ଦିରର ସଭାପତି କହିଛନ୍ତି ଯେ ଭଙ୍ଗାରୁଜା ଯୋଗୁଁ ମନ୍ଦିରରେ … Continue reading ବାଂଲାଦେଶରେ ଦେବୀ କାଳୀ ଓ ସରସ୍ୱତୀଙ୍କ ମନ୍ଦିରକୁ ଭାଙ୍ଗିଲେ ଉଗ୍ରପନ୍ଥୀ